For faster navigation, this Iframe is preloading the Wikiwand page for ତୁ ମୋ ଦେହର ଛାଇ.

ତୁ ମୋ ଦେହର ଛାଇ

ତୁ ମୋ ଦେହର ଛାଇ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକସୁନୀଲ କୁମାର ରାଉତ
ଶିବପ୍ରସାଦ ଦାସ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟହିମାଂଶୁ ପରିଜା
କାହାଣୀସୁଜାତା ରାଉତ
ସିପ୍ରା ଦାସ
କଳାକାରଅମ୍ଳାନ ଦାସ
ରିୟା ଦେ
ଶିଳ୍ପା ଦେ
ମିହିର ଦାସ
ରୁନୁ ପରିଜା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୫ ଅକ୍ଟୋବର ୨୦୧୩[]
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ଦେହର ଛାଇ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନୀଲ କୁମାର ରାଉତ ଏବଂ ଶିବପ୍ରସାଦ ଦାସ ।[] ସୁଜାତା ରାଉତ ଓ ସିପ୍ରା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[] ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[] ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ।[][] ଅମ୍ଳାନ ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ରିୟା ଦେ[] ଏବଂ ଶିଳ୍ପା ଦେଇ ଏହି କଥାଚିତ୍ରଟିରେ ନାୟିକା ଭାବରେ ଅଭିନୟ କରିଥିଲେ ।[] ମିହିର ଦାସ, ସ୍ମିତା ମହାନ୍ତି[], ରୁନୁ ପରିଜା, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର, ସୁରେଶ ବଳ, ନମ୍ରତା ଦାସ, ମୀନକେତନ, ଧିର ମଲ୍ଲିକ, ରବି ମିଶ୍ର, ରବି ନନ୍ଦ, ନିରଞ୍ଜନ ପତି, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[] ବସନ୍ତାରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜାବେଦ ଅଲ୍ଲୀ, କୁମାର ବାପି, ରାମହରି ଦାସ, ଇରା ମହାନ୍ତି, ସଞ୍ଜୁ ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

କ୍ରମଗୀତସମୟ
1."ଏ ଆଖିରୁ ତୋ ଚେହେରା" 
2."ମୋ ମାଆ ମୋ ମାଆ" 
3."ଆଗ କର ହ‌ନିମୁନ୍" 
4."ସଜନୀରେ" 
5."ହଟା ବେ ଅଳିଆ ହଟା" 
6."ତୁ ମୋ ଦେହର ଛାଇ" 
  1. ୧.୦ ୧.୧ ୧.୨ "Tu Mo Dehara Chhai". Incredible Orissa. 6 August 2013. Retrieved 10 November 2017.
  2. ୨.୦ ୨.୧ "Oriya Films 2013". Incredible Orissa. 28 January 2013. Retrieved 10 November 2017.
  3. ୩.୦ ୩.୧ "ପ୍ରଥମେ ଏହି ଓଡ଼ିଆ ଫିଲ୍ମର ଟାଇଟଲ୍‌ ବି ଥିଲା 'ଗଡ଼ଫାଦର୍‌'!". sambad.in. 4 January 2017. Archived from the original on 13 November 2017. Retrieved 10 November 2017.
  4. ୪.୦ ୪.୧ "TU MO DEHARA CHHAI". Incredible Orissa. 15 October 2013. Retrieved 10 November 2017.
  5. "Tu Mo Dehara Chhai". www.nuaodisha.com. Retrieved 10 November 2017.
  6. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.((cite web)): CS1 maint: unrecognized language (link)
  7. "ରୀୟା : କେବେ ନୂଆ କେବେ ପୁରୁଣା !". ସମ୍ବାଦ. 25 August 2017. Retrieved 10 November 2017.
  8. Mohapatra, Mrudu M. (29 September 2013). "Tu Mo Dehara Chai Poster Released by Odisha Graphic". Odia Live. Retrieved 10 November 2017.
  9. "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
  10. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 19 August 2020. Retrieved 2 October 2018. ((cite news)): no-break space character in |title= at position 8 (help)CS1 maint: unrecognized language (link)
  11. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  12. "ପରଲୋକରେ ମୀନକେତନ". sambad.in. 2 July 2017. Archived from the original on 22 October 2017. Retrieved 10 November 2017.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ତୁ ମୋ ଦେହର ଛାଇ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?