For faster navigation, this Iframe is preloading the Wikiwand page for ତାନିଆ ସଚ୍‌ଦେବ.

ତାନିଆ ସଚ୍‌ଦେବ

Tania Sachdev
Tania Sachdev, 2014
ଦେଶIndia
ଜନ୍ମ (1986-08-20) ୨୦ ଅଗଷ୍ଟ ୧୯୮୬ (ବୟସ ୩୮)
Delhi, India
ଉପାଧୀInternational Master (2008)
Woman Grandmaster (2005)
ସର୍ବଶ୍ରେଷ୍ଠ ରେଟିଂ2443 (September 2013)

ତାନିଆ ସଚଦେବ (ଜନ୍ମ ୨୦ ଅଗଷ୍ଟ ୧୯୮୬) ଜଣେ ଭାରତୀୟ ଚେସ ଖେଳାଳି ତ‌ଥା ଇଣ୍ଟରନ୍ୟାସନାଲ ମାଷ୍ଟର ଏବଂ ୱମେନ୍ ଗ୍ରାଣ୍ଡମାଷ୍ଟରର ବିଜେତା । ସେ ଜଣେ ଟିପ୍ପଣୀକାର ମଧ୍ୟ ଅଟନ୍ତି ।

ପ୍ରାରମ୍ଭିକ ବର୍ଷ

[ସମ୍ପାଦନା]

ତାନିଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ଯେତେବେଳେ ୬ ବର୍ଷର ହୋଇଥିଲେ ତାଙ୍କୁ ତାଙ୍କ ମା ଏହି ଖେଳ ଷିତ ପରିଚୟ କରାଇଥିଲେ । ତାଙ୍କୁ ତାଙ୍କ ପିତାମାତା ଏହି ଖେଳରେ ତାଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇଥିଲେ । ସେ ଯେତେବେଳେ ୮ ବର୍ଷର ହୋଇଥିଲେ ସେତେବେଳେ ସେ ବିଶ୍ୱବିଜେତା ହୋଇଥିଲେ । ଛୋଟପିଲା ଭାବେ ସେ ବୋହୁତ ଗୁଡିଏ ମ୍ୟାଚ ଜିତିଛନ୍ତି। ତାଙ୍କ କାରିୟରର ସଫଳତାର ପରିଚାୟକ ହେଉଛି, ଅଣ୍ଡର୍ ୧୨ ଚାମ୍ପିୟନସିପ୍,[] ୨୦୦୦ ମସିହାରେ ଏସିୟନ ୟୁ୧୪ ଚାମ୍ପିୟନସିପ୍,[] ୧୯୯୮ରେ ଅଣ୍ଡର୍ ୧୨ ଚାମ୍ପିୟନସିପ୍ରେ ବ୍ରୋଞ୍ଜ ଜିତିବା ।[] ୨୦୦୨ ମାସିହାରେ ସେ ମାରାୱିଲାରେ ଏସିୟନ ଜୁନିୟର ଗର୍ଲ୍ସ ଚାମ୍ପିୟନସିପ୍ ଜିତିଥିଲେ ।[]


ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରଶଂସା

[ସମ୍ପାଦନା]

୨୦୦୫ ମସିହାରେ ସେ ୮ମ ଝିଅ ଥିଲେ ଯିଏ ୱେମନ୍ ଗ୍ରାଣ୍ଡମାଷ୍ଟରର ବିଜେତା ଆୱାର୍ଡ ପାଇଥିଲେ। ୨୦୦୬ ଏବଂ ୨୦୦୭ରେ ସେ ନ୍ୟାସ୍ନାଲ ୱେମନ୍ସ ପ୍ରିମିୟର ପ୍ରେସ୍ ଚାମ୍ପିୟନସିପ୍‌ର ବିଜେତା ହୋଇଥିଲେ ।[] ଏହା ଷିତ ସେ ଏସୀୟ ୱେମନ୍ସ ଚାମ୍ପିୟନସିପ୍‌ର ମଧ୍ୟ ବିଜେତା ଅଟନ୍ତି । ତାଙ୍କୁ ୨୦୦୯ରେ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଥିଲା । ସେ ରେଇକଜାଭିକ୍ରେ ବେଷ୍ଟ ୱେମନ୍ସ ଉପ‌ହାର ଜିତିଥିଲେ ।[][] କୁଲୁତାରାରେ କମନ୍‌ୱେଲ୍‌ଥ ଗେମ୍ସରେ ମଧ୍ୟ ଜିତିଥିଲେ ।[] ୨୦୦୮ ମସିହାରେ ସେ ଭାରତୀୟ ଦଳ ପାଇଁ ୱେମନ୍ସ ଚେସ ଅଲିମ୍ପିୟାଡ୍ସରେ ଖେଳିଥିଲେ । ୨୦୦୯ ଏବଂ ୨୦୧୧ ମସିହାରେ ୱର୍ଲଡ ଟିମ ଚେସ ଚାମ୍ପିୟନସିପ୍‌ରେ ଖେଳିଥିଲେ । ଇସ୍ତାନବୁଲରେ ୨୦୧୨ ୱେମନ୍ସ ଚେସ ଅଲିମ୍ପିୟାଡ୍ସରେ ବ୍ରୋଞ୍ଜ ଜିତିଥିଲେ । ୱମେନ୍ସ ଏସୀୟ ଚେସ ଚାମ୍ପିୟନସିପ୍‌ର ୨୦୦୮,୨୦୦୯, ୨୦୧୨ ଏବଂ ୨୦୧୪ରେ ଦଳ ସ‌ହିତ ୪ଟି ସିଲଭର ଜିତିଥିଲେ ।[][୧୦]


ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ବସନ୍ତ ବିହାର ଦିଲ୍ଲୀରେ ମଡର୍ନ ବିଦ୍ୟାଳୟରେ ପଢୁଥିଲେ । ସେ ଶ୍ରୀ ଭେଙ୍କଟେଶ୍ୱର କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ବିରାଜ କଟାରିଆଙ୍କୁ ୨୦୧୪ରେ ବିବାହ କରିଛନ୍ତି । [୧୧] ରେଡବୁଲ୍ କମ୍ପାନୀ ତାଙ୍କର ପ୍ରଜୋଯକ ଅଟେ ।[୧୨]

  1. "Tania Sachdev joins the Chessdom commentators team". Chessdom. 2013-11-06. Retrieved 2013-11-20.
  2. "Young champions are back". The Hindu. 2000-04-04. Retrieved 28 January 2016.
  3. World Championship in U18 categories. 25/10-7/11/1998 Archived 2019-12-26 at the Wayback Machine.. chess.gr. Retrieved 28 January 2016.
  4. "25th Asian Juniors 2002, Sri Lanka". Tripod. Retrieved 7 November 2015.
  5. 12th Asian Women Indevidual (sic) Chess Championship Chess-Results
  6. Ramirez, Alejandro (2016-03-20). "Indian success in Iceland" (in ଇଂରାଜୀ). ChessBase. Retrieved 2016-08-31.
  7. "Abhijeet wins Reykjavik Open; Tania makes Grandmaster norm". The Times of India. 2016-03-17. Retrieved 2016-08-31.
  8. "Gupta and Sachdev overall champions of Commonwealth Open Chess". Daily News. 2016-08-19. Retrieved 2016-08-31.
  9. Sachdev Tania team chess record at Olimpbase.org
  10. Shah, Sagar (2014-07-04). "Improve Your Chess With Tania Sachdev". Chessbase Chess News. Retrieved 5 September 2016.
  11. Pähtz, Elisabeth (2014-12-14). "Tania Sachdev got married". ChessBase. Retrieved 7 November 2015.
  12. "Don't mind being called a chess hottie: Tania Sachdev". mid-day.com. 2014-06-08. Retrieved 7 November 2015.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ତାନିଆ ସଚ୍‌ଦେବ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?