For faster navigation, this Iframe is preloading the Wikiwand page for ତାନସେନ ସିଂ.

ତାନସେନ ସିଂ

ତାନସେନ ସିଂ
ଭୁବନେଶ୍ୱର ତୋଷାଳୀ ମହୋତ୍ସବ ୨୦୧୪ରେ ତାନସେନ ସିଂ
ଜନ୍ମ୧୯୪୬
ଜାତୀୟତାଭାରତୀୟ
ସକ୍ରିୟ ବର୍ଷ୧୯୭୪-ଏବେଯାଏଁ[]
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର[]
ପିତାମାତାରୁବେନ ସିଂ (ବାପା)[]

ତାନସେନ ସିଂ, ୧୯୪୬ ମସିହାରେ ଜଣେ ଓଡ଼ିଆ କଣ୍ଠସଙ୍ଗୀତ ଶିଳ୍ପୀ ଏବଂ ସଂଗୀତକାର । ବେତାର, ଦୂରଦର୍ଶନ ସହିତ ପ୍ରାୟ ୨୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ଜୀବନକାଳ ଭିତରେ ସିଂ ପ୍ରାୟ ୧୦୦୦ରୁ ଅଧିକ ଗୀତ ବୋଲିଛନ୍ତି । ୧୯୭୭ ମସିହାର ଚଳଚ୍ଚିତ୍ର ଅନୁତାପରେ ସେ, ପ୍ରଥମେ କଣ୍ଠଦାନ କରିଥିଲେ ଓ ଏହି ଚଳଚ୍ଚିତ୍ରର ଗୀତ 'ନୂପୁର କାହିଁକି ମୁ ବାନ୍ଧିଲି' ଲୋକପ୍ରିୟ ହୋଇପାରିଥିଲା । [] ପରବର୍ତ୍ତୀ ସମୟରେ ତାଙ୍କଦ୍ୱାରା ବୋଲା "ଆରେ ମୋ ଲଚକ ବାଲି", "ଚାନ୍ଦ ନା ତୁମେ ତାରା", "ଗୋରୀ ଦେଖିଲି କାଳୀ ଦେଖିଲି", "ମୁଁ ଯେ ଏକ ପାଗଳ ଭଅଁର" ଇତ୍ୟାଦି ଅନେକ ଜଣାଶୁଣା ଗୀତରେ ସେ କଣ୍ଠଦାନ କରିଥିଲେ। ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର 'ତୁମେ ହିଁ ସାଥି ମୋର'ରେ ସେ ଶେଷଥର ପାଇଁ କଣ୍ଠଦାନ କରିଥିଲେ । ସଙ୍ଗୀତ ସାଧନା ଲାଗି ତାନସେନ ଆମେରିକାର ୟୁଏନଏ ପକ୍ଷରୁ ୨୦୦୬ରେ ଆନ୍ତର୍ଜାତୀୟ ସମ୍ମାନ "ମେଲୋଡ଼ି କିଙ୍ଗ" ଲାଭ କରିଥିଲେ । ଏହା ବ୍ୟତୀତ ୧୯୮୮ ମସିହା ଚଳଚ୍ଚିତ୍ର କନ୍ୟାଦାନ ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ଲାଭ କରିଛନ୍ତି ।

ଜୀବନୀ

[ସମ୍ପାଦନା]
ଭୁବନେଶ୍ୱରରେ ୨୦୧୪ ତୋଷାଳୀ ମହୋତ୍ସବରେ ଫ୍ୟାନମାନଙ୍କୁ ଅଟୋଗ୍ରାଫ ଦେବା ଅବସରରେ ତାନସେନ ସିଂ

ପରିବାର

[ସମ୍ପାଦନା]

ତାନସେନ ସିଂଙ୍କ ପିତା ରୁବେନ ସିଂ ଜଣେ ଜାତୀୟସ୍ତରର ଫୁଟବଲ ଖେଳାଳୀ ଥିଲେ । [] ରୁବେନ ନୟାଗଡ଼ ରାଜାଙ୍କ ଅଧୀନରେ କ୍ରୀଡାବିତ ଏବଂ ଜଣେ ତବଲା ବାଦକ ଭାବେ କାମ କରୁଥିଲେ । ତାନସେନଙ୍କ ମାତାଙ୍କ ନାମ ଗୋରିଆନା । ପରିବାରର ୪ପୁଅ ୨କନ୍ୟା ସନ୍ତାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି । ସିଂଙ୍କର ଦୁଇ ପୁଅ ଓ ଜଣେ କନ୍ୟା । []

ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା

[ସମ୍ପାଦନା]

୧୦ ବର୍ଷ ବୟସରୁ ସିଂ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ । ପ୍ରଥମେ ନିଜ ବାପାଙ୍କଠାରୁ ସଂଗୀତ ସାଧନା ଶିକ୍ଷା ଲାଭ କରିଥିଲେ । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା ବେଳେ ସିଂ ମହମ୍ମଦ ରଫିଙ୍କ ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ।

ଚାକିରି

[ସମ୍ପାଦନା]

୧୯୭୨ରେ ତାନସେନ ରାଜ୍ୟ ବନବିଭାଗରେ ଚାକିରି ଆରମ୍ଭ କରିଥିଲେ । ୧୯୯୯ରେ ସଙ୍ଗୀତ ସାଧନା ପାଇଁ ସେ ସେଥିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।[]

  1. ୧.୦ ୧.୧ "Ollywood's Tansen Unplugged". Mycitylinks (in English). Bhubaneswar. 24 November 2017. Archived from the original on 15 September 2020. Retrieved 15 September 2020.((cite news)): CS1 maint: unrecognized language (link)
  2. Indian Films. 1978. Retrieved 26 February 2013.
  3. "Tansen Singh |". profile.odiamusic.com. Archived from the original on 4 July 2012. Retrieved 26 February 2013. his début in film "Anutap" as a playback singer
  4. ସମାଜ ୨୮/୦୨/୨୦୧୩ ପୃଷ୍ଠା ୩
  5. ଧରିତ୍ରୀ ୨୬/୦୨/୨୦୧୩ ପୃଷ୍ଠା ୭
  6. ପ୍ରମେୟ, ପୃଷ୍ଠା- ୧୫, ୧୧.୩.୨୦୧୩

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ତାନସେନ ସିଂ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?