For faster navigation, this Iframe is preloading the Wikiwand page for ଝିଅଟା ବିଗିଡ଼ିଗଲା.

ଝିଅଟା ବିଗିଡ଼ିଗଲା

ଝିଅଟା ବିଗିଡ଼ି ଗଲା
ନିର୍ଦ୍ଦେଶକବିନି ପଟ୍ଟନାୟକ
ପ୍ରଯୋଜକସଚ୍ଚିକାନ୍ତ ଜେନା
ସଂଳାପରଜନୀରଞ୍ଜନ
ଚିତ୍ରନାଟ୍ୟରଜନୀରଞ୍ଜନ
କାହାଣୀସଚ୍ଚିକାନ୍ତ ଜେନା
କଳାକାରବାବୁଶାନ୍
ଏଲିନା ସାମନ୍ତରାୟ
ରୁଦ୍ର ପାଣିଗ୍ରାହୀ
ଜିନା ସାମଲ
ମୀନକେତନ
ସଲିଲ ମିତ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୪ ଜୁଲାଇ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଝିଅଟା ବିଗିଡ଼ିଗଲା ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା,[] ଯାହାକି ମୁନ୍ ଟିଭି ବ୍ୟାନରରେ ନିର୍ମିତ ହୋଇଥିଲା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିନି ପଟ୍ଟନାୟକଙ୍କ ।[] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ଏଲିନା ସାମନ୍ତରାୟ[] ରୁଦ୍ର ପାଣିଗ୍ରାହୀ, ଜିନା ସାମଲ, ଇପ୍ସିତା, ଲିନା, ଦେବ୍, ମୀନକେତନ, ଅସୀତ ପତି, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହା ବାହୁଡ଼ା ଯାତ୍ରା ସମୟରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଅଭିନେତ୍ରୀ ଜିନା ସାମଲଙ୍କୁ ପ୍ରଥମ ଥର ପାଇଁ ରାଜନେତା ଏବଂ ଅସାଧୁ ବ୍ୟକ୍ତିଙ୍କ ବିପକ୍ଷରେ ଲଢ଼େଇ କରିଥିବାର ଦେଖିବାକୁ ମିଳିଥିଲା । ଜିନା ଏସିପି ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ରୁଦ୍ର ପାଣିଗ୍ରାହି ।[]

ଓଡ଼ିଆଚଳଚ୍ଚିତ୍ର ଝିଅଟା ବିଗିଡ଼ିଗଲାରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[]  :

ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରଟି ଏକ ଚୁଲବୁଲି ଝିଅର କାହାଣି ଉପରେ ଆଧାରିତ । ଏହାର ସୁଟିଂ ଭୁବନେଶ୍ୱରରେ ୨୦୧୬ ଫେବୃଆରୀ ୪ରୁ ଆରମ୍ଭ ହୋଇଥିଲା ।[୧୩]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସର୍ବମୋଟ ଚାରୋଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ୨୯ ଜୁନ ୨୦୧୬, ବୁଧବାରରେ ଏହାର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୪] ବସନ୍ତରାଜ ସାମଲ ଏବଂ ସୁବ୍ରତ ସ୍ୱାଇଁ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ପ୍ରଜ୍ଞା, ଶ୍ରୀଚରଣ, ଦୀପ୍ତି, ସତ୍ୟଜିତ, ଆର୍ଯ୍ୟନ ଏହି ଚଳଚ୍ଚିତ୍ରେ କଣ୍ଠଦାନ କରିଥିଲେ ।[]

ଗୀତ ରଚନା କଣ୍ଠଦାନ
ତୁ ଚଗଲି
ମିଠା ମିଠା
ଝିଅଟା ବିଗିଡ଼ିଗଲା ଶ୍ରୀଚରଣ ମହାନ୍ତି
ଓ ବେବି ହ୍ୟୁମାନ ସାଗର ଏବଂ ପ୍ରଜ୍ଞା
ସ୍ମାର୍ଟସିଟି ଝିଅଟା
  1. "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
  2. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  3. ୩.୦ ୩.୧ "sambad.in/entertainment/rudra-premidiwana-103364/". sambad.in. 17 March 2018. Retrieved 21 March 2018.
  4. "Jhiata Bigidigala Odia movie of Babusan, Elina And Rudra, Jina". E News Odia. Retrieved 22 July 2016.
  5. ୫.୦ ୫.୧ "ଆଗେ ଆଗେ ଏଲିନା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.((cite news)): CS1 maint: unrecognized language (link)
  6. ସାହୁ, ଗଣେଶ ପ୍ରସାଦ (12 July 2016). "'ଝିଅଟା ବିଗିଡିଗଲା'ରେ ଏସିପି ସନ୍ଧ୍ୟା ଭୂମିକାରେ ସମସ୍ତଙ୍କୁ ସାବାଡ କରିବେ ଜିନା Read more at: www.odishanews360.com/Odisha/details?mallId=5&jobId=9038&type=ENTERTAINMENT". Odisha News 360. Retrieved 2 August 2016.[permanent dead link]
  7. "Odia Film Jhiata Bigidigala Cast Crew, Songs, Video, Wallpaper". Odia Web. Retrieved 22 July 2016.
  8. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  9. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  10. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  11. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  12. "ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.[permanent dead link]
  13. Sahu, Prithviraj. "Shooting begins for Odia movie Jhiata Bigidigala". Update Odisha. Retrieved 22 July 2016.
  14. "Audio Release of "Jhiata Bigidigala"". Retrieved 22 July 2016.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଝିଅଟା ବିଗିଡ଼ିଗଲା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?