For faster navigation, this Iframe is preloading the Wikiwand page for ଘୁ. ଉଦୟଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ).

ଘୁ. ଉଦୟଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଘୁ. ଉଦୟଗିରିବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୪,୫୩୩
ଜିଲ୍ଲା: କନ୍ଧମାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଘୁମୁସର ଉଦୟଗିରି (କ୍ରମିକ ସଂଖ୍ୟା: ୮୩) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଘୁ. ଉଦୟଗିରି (ବି), ଘୁ. ଉଦୟଗିରି ବ୍ଳକ, ରାଇକିଆ ବ୍ଳକ, ଟିକାବାଲି ବ୍ଳକ ଓ ଦାରିଙ୍ଗବାଡ଼ି ବ୍ଳକର କିଛି ଅଂଶ ।[][]

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାକବ୍ ପ୍ରଧାନ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନଙ୍କଠାରୁ ୧୦୨୮୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମନୋଜ କୁମାର ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଜୟନ୍ତୀ ପ୍ରଧାନଙ୍କଠାରୁ ୨୩,୯୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ଘୁମୁସର ଉଦୟଗିରି []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା ମନୋଜ କୁମାର ପ୍ରଧାନ ୪୫,୦୦୯ ୪୩.୯୨ -
କଂଗ୍ରେସ ଅଜୟନ୍ତୀ ପ୍ରଧାନ ୨୧,୦୭୪ ୨୦.୫୬ -
ବିଜଦ ଲୁକୋ ସନମାଝି ୧୫,୮୧୮ ୧୫.୪୪ -
ସ୍ୱାଧୀନ ସାଲୁଗା ପ୍ରଧାନ ୧୦,୭୧୫ ୧୦.୪୬ -
ବସପା ଶ୍ୟାମଘନ ପ୍ରଧାନ ୨,୦୬୮ ୨.୦୨ -
ସ୍ୱାଧୀନ ନମେଶ୍ୱର ସୁନାମାଝି ୨,୦୨୭ ୧.୯୮ -
ସ୍ୱାଧୀନ ପ୍ରଦୀପ କୁମାର କହଁର ୧,୮୪୦ ୧.୮୦ -
ସ୍ୱାଧୀନ ମେନକା ପ୍ରଧାନ ୧,୫୫୯ ୧.୫୨ -
ସ୍ୱାଧୀନ ସଞ୍ଜୟ ପ୍ରଧାନ ୧,୪୨୮ ୧.୩୯ -
ସପା ଫିଲିମୋନ ପ୍ରଧାନ ୯୩୮ ୦.୯୨ -
ଭୋଟ ବ୍ୟବଧାନ ୨୩,୯୩୫ ୨୩.୩୬* -
ମତଦାନ ହାର ୧,୦୨,୫୩୬ ୬୫.୪୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][][]

  1. "G. Udayagiri Assembly Election 2009, Orissa". empoweringindia.org. Archived from the original on 23 February 2014. Retrieved 25 May 2013. Constituency: G. Udayagiri (83) District : Kandhamal
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 103-Udayagiri Constituency of ORISSA". eci.nic.in. 2006. Retrieved 25 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
{{bottomLinkPreText}} {{bottomLinkText}}
ଘୁ. ଉଦୟଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?