For faster navigation, this Iframe is preloading the Wikiwand page for ଚନ୍ଦ୍ରଗୁପ୍ତ.

ଚନ୍ଦ୍ରଗୁପ୍ତ

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (ରାଜ୍ୟକାଳ : 321 ଖ୍ରୀ: ପୂରୁ 298 ଖ୍ରୀ: ପୂ ) "ମୌର୍ଯ୍ୟ" ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ । ସେ ଏକ ସାଧାରଣ ପରିବାରରେ ଜନ୍ମଗଜନ୍ମଗ୍ରହଣ କରିଥିଲେ । ସେ କୌଟିଲ୍ୟ ଚାଣକ୍ୟଙ୍କର (ଅର୍ଥଶାସ୍ତ୍ରର ରଚୟୀତା) ଶିଷ୍ୟ ଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ହିଁ ଦେଶର ପ୍ରଥମ ଶାସକ ଥିଲେ ଯିଏକି ସମ୍ପୂର୍ଣ୍ଣ ଭାରତକୁ ସର୍ବ ପ୍ରଥମେ ନିଜ ଅଧୀନକୁ ଆଣିଥିଲେ । ଐତିହାସିକମାନଙ୍କ  ମତରେ ସେ ଜୈନଧର୍ମଲମ୍ବୀ ଥିଲେ । ସେ ତାଙ୍କର ଶାସନ ପଦ୍ଧତି ସବୁ ଶିଲଲେଖ ମାଧ୍ୟମରେ ଲେଖଉଥିଲେ, ଯାହାକି ଆଜି ମଧ୍ୟ ଦେଖିବାକୁ ମିଳେ । ତାଙ୍କର ନାତି ଯିଏ କି ସମ୍ରାଟ ''ଅଶୋକ'' ନାମରେ ସାରା ବିଶ୍ୱରେ ପରିଚିତ ସେ ଏକ ଐତିହାସିକ ସ୍ତମ୍ବ ସ୍ଥାପନ କରିଥିଲେ ଏବଂ ସେ ଭାରତରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ ଉଲେଖନୀୟ କାର୍ଯ୍ୟ କରିଥିଲେ । ମହାନ ଗ୍ରୀକ ଦାର୍ଶନିକ ମେଘାସ୍ଥିନିସ ତାଙ୍କ ଦରବାରରେ ୪ ବର୍ଷ ଗ୍ରୀକ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ଗ୍ରୀକ ଓ ଲାଟିନରେ ଚନ୍ଦ୍ରଗୁପ୍ତ ''ସାନ୍ଦ୍ରୋକୋଟୋସ'' ଏବଂ ''ଅଣ୍ଡ୍ରୋକୋଟୋସ'' ନାମରେ ମଧ୍ୟ ପରିଚିତ ।

ଚନ୍ଦ୍ରଗୁପ୍ତ
ପ୍ରଥମ ମୋର୍ଯ୍ୟ ଶାସକ
ଶାସନକାଳ c. 321 – c. 297 BCE[][]
ରାଜ୍ୟାଭିଷେକ c. ୩୨୧ BCE
ପୂର୍ବାଧିକାରୀ ଧନାନନ୍ଦ
ଉତ୍ତରାଧିକାରୀ ବିନ୍ଦୁସାର (ପୁତ୍ର)
ଜୀବନସାଥୀ ଦୁରଧାରା ଓ

ଧନନନ୍ଦଙ୍କ ଝିଅ

ସନ୍ତାନସନ୍ତତିଗଣ
ବିନ୍ଦୁସାର
ବଂଶ ମୋର୍ଯ୍ୟ
ବାପା unknown
ମାଆ ମୁରା[]
ଜନ୍ମ c. ୩୪୦BCE
ପଟଳିପୁତ୍ର, ମଗଧ (ବର୍ତ୍ତମାନ ସମୟରେ ପାଟନା, ବିହାର)
ମୃତ୍ୟ ୨୯୭ BCE[]
Shravanabelagola, କର୍ଣ୍ଣାଟକ (ଜୈନ କିମ୍ବଦନ୍ତୀ)[]
ଧର୍ମ ଜୈନ[]

ଜୀବନୀ ଆଧାରରେ

[ସମ୍ପାଦନା]

ପ୍ରାରମ୍ଭ ଜୀବନ

[ସମ୍ପାଦନା]

ସିଂହଳୀ ବୌଦ୍ଧ ପରମ୍ପରା ଅନୁଯାୟୀ, ଚନ୍ଦ୍ରଗୁପ୍ତଙ୍କ ପିତା - ସେହି ସମୟର ମୌର୍ଯ୍ୟ ବଂଶର ପ୍ରମୁଖ - ଏକ ଯୁଧ୍ୟରେ ପ୍ରାଣ ହରାଇଥିଲେ - ଯେବେ ତାଙ୍କ ମା ଗର୍ଭବତୀ ଥିଲେ । ତାଙ୍କ ମା ପୁଷ୍ପା-ପୁର (ବସ୍ତୁତଃ : "ପୁଷ୍ପା ନଗରୀ") ସହରକୁ ନିଜ ଭାଇଙ୍କ ସହାୟତାରେ ଖସି ପଳେଇ ଥିଲେ । ଏହି ସହରର ପରିଚୟ ପାଟଳୀପୁତ୍ର ସହ କରାଯାଏ, ଯେଉଁଟା କି କୁସୁମ-ପୁର (ଯାହାକୁ "ଫୁଲ ସହର" ଭି କୁହା ଯାଏ) ନାମରେ ମଧ୍ୟ ପରିଚିତ । ତାଙ୍କ ସୁରକ୍ଷା ପାଇଁ, ଚନ୍ଦ୍ରଗୁପ୍ତଙ୍କ ମାମୁଁ ତାଙ୍କୁ ଏକ ଗୌଶାଳାକୁ ନେଇ ଗଲେ, ଯେଉଁଠି ତାଙ୍କୁ ଏକ ଗୋପୀ ପାଳନ ପୋଷଣ କରିଥିଲେ । ଚନ୍ଦ୍ରଗୁପ୍ତ ବଡ଼ ହେଲା ପରେ ସେ ଗୋପୀ ତାଙ୍କୁ ଏକ ଶିକାରୀକୁ ବିକି ଦେଲେ, ଯେ କି ତାଙ୍କୁ ଗୋରୁ-ଗାଈଙ୍କ ପାଳନ କରିବା କାମରେ ଲଗେଇ ଦେଲେ ।

ସାମ୍ରାଜ୍ୟ ପ୍ରତିଷ୍ଠା

[ସମ୍ପାଦନା]

ପୂର୍ବଜୟ ଅଭିଯାନ ଏବଂ ନନ୍ଦ ସାମ୍ରାଜ୍ୟର ସମାପ୍ତି

[ସମ୍ପାଦନା]

ଯୁଦ୍ଧ ଏବଂ ବିବାହ

[ସମ୍ପାଦନା]

ଦକ୍ଷିଣ ଅଭିଯାନ

[ସମ୍ପାଦନା]

ସୈନ୍ୟ

[ସମ୍ପାଦନା]

ପ୍ରତିଷ୍ଠା, ଶାସନ, ଏବଂ ମୃତ୍ୟୁ

[ସମ୍ପାଦନା]

ଭିତ୍ତିସରାଞ୍ଚନ

[ସମ୍ପାଦନା]

କଳା ଏବଂ ସଂସ୍କୃତି

[ସମ୍ପାଦନା]

ଉତ୍ତରାଧିକାରୀ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ପ୍ରସିଦ୍ଧଇତିହାସ

[ସମ୍ପାଦନା]
  1. Radhakumud Mookerji (1966), Chandragupta Maurya and His Times, p.40: "A smaller hill at Sravana Belgola is called Chandragiri, because Chandragupta lived and performed his penance there. On the same hill is [...] an ancient temple called Chandragupta-Basti, because it was erected by Chandragupta [according to Jain tradition]. Moreover, the facade of this basti or temple which is in the form of a perforated screen, contains 90 sculptured scenes depicting events in the lives of Bhadrabahu and Chandragupta."
  2. Chandragupta Maurya, EMPEROR OF INDIA, Encyclopædia Britannica
  3. ୩.୦ ୩.୧ Upinder Singh 2016, p. 331.
  4. Upinder Singh 2016, p. 330.
  5. Mookerji 1988, p. 40.
  6. Mookerji 1988, pp. 40–41.
{{bottomLinkPreText}} {{bottomLinkText}}
ଚନ୍ଦ୍ରଗୁପ୍ତ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?