ଗଜଲକ୍ଷ୍ମୀ ରାଜବାରି
ଢେଙ୍କାନାଳ ରାଜବାଟୀ | |
---|---|
Native name ଗଜଲକ୍ଷ୍ମୀ ରାଜବାରି | |
ଅବସ୍ଥାନ | ଢେଙ୍କାନାଳ, ଓଡ଼ିଶା |
ଗଜଲକ୍ଷ୍ମୀ ରାଜବାରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସହରରେ ଥିବା ଏକ ପୁରାତନ ରାଜବାଟୀ ।[୧] ଏହା ଢେଙ୍କାନାଳର ସିଂହଦେଓ ରାଜପରିବାରଦ୍ୱାରା ନିର୍ମିତ । ଏହି ପ୍ରାସାଦଟିର ମରାମତି କରାଯାଇ ଏହାକୁ ଏକ ପର୍ଯ୍ୟଟନ ସୌଧ ଭାବେ ବ୍ୟବହାର କରାଯାଉଛି । ଏଠାରେ ଜଣାଶୁଣା ବଙ୍ଗଳା କଥାଚିତ୍ର ରୟାଲ ବେଙ୍ଗଲ ରହସ୍ୟର ସୁଟିଂ ହୋଇଥିଲା ।[୨] [୩] [୪]
ଅବସ୍ଥିତି
[ସମ୍ପାଦନା]ଏହା ଢେଙ୍କାନାଳ ସହରଠୁ ୨ କିମି ଦୂରରେ ପାଣିଓହଳା ପାହାଡ଼ ଉପରେ ଅବସ୍ଥିତ ।
ଆଧାର
[ସମ୍ପାଦନା]- ↑ Mishra, Nityananda. "Fresh Light on the Tourism Development of Dhenkanal District" (PDF). OrissaReview. Retrieved 4 December 2013.
- ↑ Chakrabarty, Sabyasachi. "Pheluda's jungle diary". ଟାଇମ୍ସ ଅଫ ଇଣ୍ଡିଆ. Archived from the original on 2013-12-14. Retrieved 4 December 2013.
- ↑ Kushali, Nag. "Royal thrills". ଟେଲିଗ୍ରାଫ. Retrieved 4 December 2013.
- ↑ "Royal Bengal Rahasya's team shooting at Dhenkanal Rajbari". Tollyrise.com. Archived from the original on 11 January 2012. Retrieved 4 December 2013.
ବାହାର ତଥ୍ୟ
[ସମ୍ପାଦନା]ସଦର ମହକୁମା: ଢେଙ୍କାନାଳ | ||
ନିର୍ବାଚନ ମଣ୍ଡଳୀ | ||
ପର୍ଯ୍ୟଟନ ସ୍ଥଳ | ||
ପର୍ବପର୍ବାଣୀ, ଲୋକକଳା ଓ ଖାଦ୍ୟ | ||
ସହର ଓ ସଦର ଅନ୍ୟ ଜିଲ୍ଲାରେ |
Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.