For faster navigation, this Iframe is preloading the Wikiwand page for କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର.

କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର

କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର (Crimean-Congo hemorrhagic fever)
କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର ରୋଗରେ ପୀଡ଼ିତ ଜଣେ ପୁରୁଷ, ୧୯୬୯
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ବାନ୍ତି, ତରଳ ଝାଡ଼ା, ଚର୍ମରେ ପେଟେକିଆଲ ରକ୍ତସ୍ରାବ (bleeding into the skin)[]
ଆକ୍ରାନ୍ତ ସମୟଦୃତ[]
ଅବଧିଦୁଇ ସପ୍ତାହ[]
ରୋଗ ନିର୍ଣ୍ଣୟ ପଦ୍ଧତିଆଣ୍ଟିବଡି (antibodies) ସନ୍ଧାନ, ଭୂତାଣୁ ବା ତାହାର ଆରଏନଏ (RNA) []
ସଠିକ ରୋଗ ନିର୍ଣ୍ଣୟDengue fever, Q fever[]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ରିବାଭିରିନ[]
Prognosisମୃତ୍ୟୁ ସଙ୍କଟ ~ ୨୫%[]

କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର ବା ସିସିଏଚଏଫ (ଇଂରାଜୀ ଭାଷାରେ Crimean–Congo hemorrhagic fever or CCHF) ଭୂତାଣୁ ଜନିଟ ରୋଗ (viral disease) ।[] ଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ବାନ୍ତି, ତରଳ ଝାଡ଼ା, ଚର୍ମରେ ପେଟେକିଆଲ ରକ୍ତସ୍ରାବ (bleeding into the skin) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[] ସଂସ୍ପର୍ଶରେ ଆସିବାର ୨ ସପ୍ତାହ ମଧ୍ୟରେ ଲକ୍ଷଣ ଦେଖାଯାଏ ।[] ରୋଗ ଜଟିଳ ହେଲେ ବୃକ୍‌କ (liver failure) ଫେଲ ହୋଇପାରେ ।[] ବଞ୍ଚିଯାଇଥିବା ରୋଗୀ ପ୍ରାୟ ୨ ସପ୍ତାହରେ ଉପଶମ ଲାଭ କରନ୍ତି । []

ଟିଙ୍କ (tick) କାମୁଡ଼ା ବା ସଂକ୍ରମିତ ପଶୁଧନଠାରୁ (livestock) ଏହି ସିସିଏଚଏଫ ଭୂତାଣୁ ବ୍ୟାପିଥାଏ ।[] କୃଷକ (farmers) ବା କଂସେଇଖାନାରେ (slaughterhouses) କାମ କରୁଥିବା ଲୋକ ସାଧାରଣତଃ ସଂକ୍ରମିତ ହୁଅନ୍ତି ।[] ଦେହର ତରଳ ପଦାର୍ଥ (body fluids) ମାଧ୍ୟମରେ ମଧ୍ୟ ଏହା ବ୍ୟାପିଥାଏ ।[] ଆଣ୍ଟିବଡି (antibodies) ସନ୍ଧାନ, ଭୂତାଣୁ ବା ତାହାର ଆରଏନଏ (RNA) ସନ୍ଧାନ କରି ରୋଗ ନିର୍ଣ୍ଣୟ କରାଯାଏ । [] ଏହା ଏକ ପ୍ରକାର ଭୂତାଣୁ ଜନିତ ରକ୍ତସ୍ରାବ ଜ୍ୱର (viral hemorrhagic fever).[]

ଟିଙ୍କ କାମୁଡ଼ା ନ‌ଖାଇଲେ ପ୍ରତିଷେଧ ହୋଇଯିବ ।[] ଏହାର ଟିକା (vaccine) ବାଣିଜ୍ୟିକ ସ୍ତରରେ ମିଳୁନି ।[] ରୋଗୀର ସ‌ହାୟକ ଯତ୍ନ (Supportive care) ନିଆଯାଏ ।[] ରିବାଭିରିନ ଔଷଧ ଦେଲେ ଉପକାର ମିଳିପାରେ ।[]

ଏହି ରୋଗ ଆଫ୍ରିକା, ବାଲକାନସ (Balkans) , ମଧ୍ୟ ପ୍ରାଚ୍ୟ ଓ ଏସିଆର ଲୋକମାନଙ୍କୁ ହୁଏ ।[] ଅଧିକାଂଶ ସମୟରେ ଏହା ମହାମାରୀ (outbreaks) ରୁପ ଧାରଣ କରେ ।[] ସନ ୨୦୧୩ରେ ଇରାନ (Iran), ରୁଷିଆ, ତୁର୍କୀ (Turkey), ଉଜବେକିସ୍ଥାନ (Uzbekistan) ଆଦି ଦେଶମାନଙ୍କରେ ୫୦ଟି ରୋଗୀ ଚିହ୍ନଟ ହୋଇଥିଲେ । [] ପ୍ରାୟ ୧୦ରୁ ୪୦% ରୋଗୀ ମୃତ୍ୟୁ ବରଣ କରନ୍ତି ।[] ସନ ୧୯୪୦ରେ ଏହି ରୋଗ ପ୍ରଥମେ ଚିହ୍ନଟ ହୋଇଥିଲା । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ "Crimean-Congo haemorrhagic fever". World Health Organization. January 2013. Archived from the original on 13 July 2017. Retrieved 18 July 2017.
  2. ୨.୦ ୨.୧ Inc, GIDEON Informatics; Berger, Dr Stephen (2017). Crimean-Congo Hemorrhagic Fever: Global Status: 2017 edition (in ଇଂରାଜୀ). GIDEON Informatics Inc. p. 7. ISBN 9781498815567. Archived from the original on 2017-09-10. ((cite book)): |last1= has generic name (help)
  3. Magill, Alan J. (2013). Hunter's Tropical Medicine and Emerging Infectious Disease, Expert Consult - Online and Print,9: Hunter's Tropical Medicine and Emerging Infectious Disease (in ଇଂରାଜୀ). Elsevier Health Sciences. p. 334. ISBN 141604390X. Archived from the original on 2017-08-04.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ
{{bottomLinkPreText}} {{bottomLinkText}}
କ୍ରାଇମିଆନ-କଙ୍ଗୋ ହେମୋରେଜିକ ଜ୍ୱର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?