For faster navigation, this Iframe is preloading the Wikiwand page for କାଉଁରୀ କନ୍ୟା.

କାଉଁରୀ କନ୍ୟା

କାଉଁରୀ କନ୍ୟା
ନିର୍ଦ୍ଦେଶକସୌମ୍ୟ ରଞ୍ଜନ ସାହୁ
ପ୍ରଯୋଜକରମ୍ୟରଞ୍ଜନ ସାହୁ
ସଂଳାପସୌମ୍ୟ ରଞ୍ଜନ ସାହୁ
ଚିତ୍ରନାଟ୍ୟସୌମ୍ୟ ରଞ୍ଜନ ସାହୁ
କାହାଣୀରମ୍ୟରଞ୍ଜନ ସାହୁ
ଜୟେନ୍ଦ୍ର କୁମାର ସାହୁ
କଳାକାରସୌମ୍ୟରଞ୍ଜନ ସାହୁ
କାବ୍ୟା କିରଣ
ପୁପୁଲ ଭୂୟାଁ
ପାୟଲ
ଅର୍ଦ୍ଧେନ୍ଦୁ ସାହୁ
ପ୍ରକୃତି ମିଶ୍ର
ସଙ୍ଗୀତମିଥୁନ
ସତ୍ୟ କଶ୍ୟପ
ଚିତ୍ରଗ୍ରହଣତୁଷାରକାନ୍ତ ସାହୁ
ସମ୍ପାଦକସୌମ୍ୟରଞ୍ଜନ ସାହୁ
ମୁକ୍ତିଲାଭ ତାରିଖ
୧୩ ସେପ୍ଟେମ୍ବର ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

କାଉଁରୀ କନ୍ୟା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[] ଏହି ଚଳଚ୍ଚିତ୍ରଟିର ପ୍ରଥମ ଓଡ଼ିଆ ୩ଡି ଚଳଚ୍ଚିତ୍ର ଥିଲା । ଏହାପୂର୍ବରୁ ମିତ ବସିଛି ମୁଁ ଭୂତ ସାଥିରେରେ ପ୍ରଥମ ୩ଡି ଚଳଚ୍ଚିତ୍ର ଭାବରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହି ଚଳଚ୍ଚିତ୍ରଟିର ପ୍ରଥମେ ମୁକ୍ତିଲାଭ କରିଥିଲା ।[] ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ତାମିଲ ଭାଷାରେ ଡବିଂ କରାଯାଇଥିଲା ।[]

ରମ୍ୟାରଞ୍ଜନ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[] ଏହି ଚଳଚ୍ଚିତ୍ରଟିର ଏହି ଭୂତ ତ‌ଥା କାଉଁରୀ କନ୍ୟାର କାହାଣୀ ଉପରେ ପର୍ଯ୍ୟବସିତ । ଜୟେନ୍ଦ୍ର କୁମାର ସାହୁ ଏବଂ ରମ୍ୟରଞ୍ଜନ ସାହୁ, ଏହି ଚଳଚ୍ଚିତ୍ରଟିର କାହାଣୀ ରଚନା କରିଥିଲେ । ସୌମ୍ୟ ରଞ୍ଜନ ସାହୁ ଏହି କଥାଚିତ୍ରଟିର ଚିନତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସୌମ୍ୟରଞ୍ଜନ ଏବଂ ଅର୍ଦ୍ଧେନ୍ଦୁ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କାବ୍ୟା କିରଣ ଏବଂ ପୁପୁଲ ଭୁୟାଁ ଏହି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ର ଚଳଚ୍ଚିତ୍ରଟିରେ ଏକ ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]
  • ସୌମ୍ୟରଞ୍ଜନ ସାହୁ
  • କାବ୍ୟା କିରଣ
  • ପୁପୁଲ ଭୂୟାଁ[]
  • ପାୟଲ
  • ଅର୍ଦ୍ଧେନ୍ଦୁ ସାହୁ
  • ପ୍ରକୃତି ମିଶ୍ର
  • ବିଘ୍ନେଶ୍ୱର ପଣ୍ଡା
  • ରୀହାନ୍
  • ଆଶୁତୋଷ ମହାନ୍ତି
  • ସୁଦୀପ୍ତ ପଟ୍ଟନାୟକ
  • ଚନ୍ଦାମାମା
  • ଦୁର୍ଗା ଆଚାର୍ଯ୍ୟ
  • ଗୋପାଳ ପ୍ରଧାନ
  • ସୂର୍ଯ୍ୟ
  • ଦେବାଶିଷ
  • ଚିତ୍ତ ରଞ୍ଜନ
  • ପ୍ରତୀକ୍ଷା
  • ସୋନାଲୀ
  • ଗୁଡ୍ଡୁ
  • ତ୍ରିନାଥ
  • ଦୀପକ
  • ପମି
  • ସ୍ମୃତି
  • ସୀମା
  • ସଂଗ୍ରାମ ସାହୁ
  • ସନ୍ତୋଷ
  • ମୂରଲୀଧର ସାହୁ
  • ଜନାର୍ଦ୍ଦନ ସାବତ
  • ଦେବାଶିଷ ଦାସ
  • ଅରବିନ୍ଦ
  • ପ୍ରଭାସ ମିଶ୍ର
  • ଦୀପକ କୁମାର ଦାଶ
  • ଆଶୁତୋଷ ପଣ୍ଡା
  • ତରୁଣ ସାହୁ
  • ତୁଷାର ବେହେରା
  • ପ୍ରଭାସ ମୁଦୁଲି
  • ରେକେଶ ମଣ୍ଡଳ
  • ଗଣେଶ

କାହାଣୀ

[ସମ୍ପାଦନା]

ଆକାଶ, ପେଷାରେ ଜଣେ ଡାକ୍ତର, ଗୋଟିଏ ଗାଆଁକୁ ତାଙ୍କର ବଦଳି ହୁଏ । ତାଙ୍କ ପତ୍ନୀ, ରିୟାଙ୍କ ସ‌ହ ଅନେକ କିଛି ଅପ୍ରାକୃତି ଘଟଣା ଘଟିବା ପରେ ସେ କିଛି ପ୍ରେତ ଶକ୍ତିର ଅଧିନରେ ଆସିଯାଆନ୍ତି । ଏହାପରେ ରିୟାଠାରେ ଘଟୁଥିବା ଅପ୍ରାକୃତି ଘଟଣା ବିଷୟରେ ଜାଣିବା ପାଇଁ, ଆକାଶ ଜଣେ ମନସ୍ତ‌ତ୍ୱବିତ୍ ରାଜୀବ୍‌ଙ୍କର ସାହାଯ୍ୟ ନିଅନ୍ତି । ଏହାପରେ ସେମାନେ ରିୟା ସ‌ହ ଲାଗିଥିବା ଏକ ଆତ୍ମା ବିଷୟରେ ଜାଣିବାକୁ ପାଆନ୍ତି । ରବି ଏବଂ ଅନୁସୟା ନାମକ ଦୁଇଜଣ ସେହି ଗ୍ରାମର ବାସିନ୍ଦା ଥିଲେ । ସେମାନେ ପରସ୍ପରକୁ ପ୍ରେମ କରୁଥିଲେ, ମାତ୍ର ଗାଁ ଲୋକ ଅନୁସୟାକୁ ଡାହାଣୀ ସନ୍ଦେହରେ ହତ୍ୟା କରିଦେଇଥିଲେ ।

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିଥୁନ ଏବଂ ସତ୍ୟ କଶ୍ୟପ ।

କ୍ରମଗୀତସମୟ
1."ଡର ଲାଗେ" 
2."ପ୍ରିୟାରେ" 
3."ରଙ୍ଗବତି" 
4."ସୋନିଆ ସୋନିଆ" 
  1. "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 10 January 2019. Retrieved 29 December 2018.
  2. "First Odia 3D Movie of Odisha Kaunri Kanya 3D releases today". Odisha Haalchaal.
  3. "Fear gets a new name". The New Indian Express. Archived from the original on 2016-03-05. Retrieved 2017-11-03.
  4. "Kaunri Kanya 3D Oriya Horror Film". Incredible Orissa.
  5. "ଛୋଟ ପରଦାରେ ଉପସ୍ଥାପିକା , ହେଲେ ବଡ଼ ପରଦାରେ ନାୟିକା". sambad.in. 7 March 2018. Retrieved 13 March 2018.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
କାଉଁରୀ କନ୍ୟା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?