For faster navigation, this Iframe is preloading the Wikiwand page for ଆପନା ହାତ ଜଗନ୍ନାଥ.

ଆପନା ହାତ ଜଗନ୍ନାଥ

ଆପନା ହାତ ଜଗନ୍ନାଥ
ନିର୍ଦ୍ଦେଶକସତ୍ୟମ୍ ଝା ସୁମନ
ପ୍ରଯୋଜକସତ୍ୟମ୍ ଝା ସୁମନ
ସଂଳାପସନ୍ତୋଷ ମିଶ୍ର
ଚିତ୍ରନାଟ୍ୟସତ୍ୟମ୍ ଝା ସୁମନ
ସନ୍ତୋଷ ମିଶ୍ର
କାହାଣୀସୁମିତ ଝା ସୁମନ
କଳାକାରରୁଦ୍ର ପାଣିଗ୍ରାହୀ
ଉପସନା ମହାନ୍ତି
ଦେବୁ ବୋଷ
ସରୋଜ ଦାସ
ଅମର ମହାପାତ୍ର
ରବି ମିଶ୍ର
ପୁଷ୍ପା ପଣ୍ଡା
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଅଜିତ ଦାସ
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଆପନା ହାତ ଜଗନ୍ନାଥ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରର ପ୍ରଯୋଜନା କରିଥିଲେ ସତ୍ୟମ୍ ଝା ସୁମନ । ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ସୁମିତ ଝା ସୁମନ ଏବଂ ସନ୍ତୋଷ ମିଶ୍ର ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ସତ୍ୟମ୍ ଝା ସୁମନ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା ସ‌ହ ଗୀତ ରଚନା କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିଥିଲା ।[]

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୁଦ୍ର ପାଣିଗ୍ରାହୀ ଏବଂ ଉପାସନା ମହାନ୍ତି ।[] ଉପାସନା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଦେବୁ ବୋଷ, ସରୋଜ ଦାସ, ଅମର ମହାପାତ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ନୀଳମଣି ସାହୁ, ଜୀନା ସାମଲ, ଭାଇ ଠାକୁର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୁପ ନାୟକ । ସ୍ୱରୁପ ନାୟକ ମଧ୍ୟ କଥାଚିତ୍ରଟିରେ ଗୀତରଚନା କରିଥିଲେ ।[]

କ୍ରମଗୀତସମୟ
1."ଅପ୍‌ନା ହାତ୍ ଜଗନ୍ନାଥ" 
2."ବଜାରେ ଶଂଖୁଆ" 
3."ଲଭ୍ ଲଭ୍" 
4."ମଲ୍ଲିକା ମିଲ୍ଲିକା" 
5."ମନର କଥା" 
6."ମୁଁ ତ‌ତେ ଏତେ ପାଉଚି ଭଲ" 
7."ପରଦା" 
  1. ୧.୦ ୧.୧ Jena, Manjit. "Apna Haath Jagannath Odia film Cast, Crew, And Wallpapers". OdiaInfo.in. Retrieved 3 September 2017.[permanent dead link]
  2. "Apna Haath Jagannath Oriya Movie, Songs, Videos, Wallpapers". Incredible Orissa. 23 April 2015. Retrieved 3 September 2017.
  3. "sambad.in/entertainment/rudra-premidiwana-103364/". sambad.in. 17 March 2018. Retrieved 21 March 2018.
  4. ୪.୦ ୪.୧ "Apna Haath Jagannath Odia Film Cast, Crew, Wallpapers and Songs". NewOdisha.in. 12 August 2015. Archived from the original on 7 September 2017. Retrieved 3 September 2017.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଆପନା ହାତ ଜଗନ୍ନାଥ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?