ଅର୍ପିତା (ପତ୍ରିକା)
Format | ପତ୍ରିକା (RNI ରେଜିଷ୍ଟ୍ରେସନ ନଂ:ORIORI/୨୦୦୩/୧୨୧୦୮) |
---|---|
ମାଲିକ | ବୀଣାପାଣି ଦାଶ |
ପ୍ରକାଶକ | ବୀଣାପାଣି ଦାଶ |
ସମ୍ପାଦକ | ସୁବାସ ଷଡ଼ଙ୍ଗୀ |
Staff writers | ପ୍ରଶାନ୍ତ କୁମାର ଦାଶ (ଲେ-ଆଉଟ), ନିଶିପଦ୍ମା ପତ୍ରୀ(ଡିଟିପି) |
ପ୍ରତିଷ୍ଠିତ | ୨୦୦୨ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଆଇ.ଭି.ବି.-୫୦/୧, ଖାରବେଳ ନଗର, ଭୁବନେଶ୍ୱର-୦୧ |
Circulation | ସମାସ ଷଡ଼ଙ୍ଗୀ |
ଅର୍ପିତା ଏକ ତ୍ରୟମାସିକ ଓଡ଼ିଆ[୧] ସାହିତ୍ୟ ପତ୍ରିକା [୨]।[୩] ଏହାର ରେଜିଷ୍ଟର୍ଡ ନାମ "ସମ୍ପର୍କର ପୃଥକ ପରିଭାଷା ଅର୍ପିତା" । [୪] ଏହା ଭୁବନେଶ୍ୱରରୁ ପ୍ରକାଶିତ ହୁଏ । ଏହି ପତ୍ରିକାଟିରେ 'ପ୍ରବନ୍ଧ', 'ଗଳ୍ପ', 'ଉପନ୍ୟାସ', 'କବିତା', 'ଅନୁବାଦ ଗଳ୍ପ', 'ଗୀତିକବିତା' ଇତ୍ୟାଦି ସ୍ଥାନ ପାଇଥାଏ ।
ଆଧାର
[ସମ୍ପାଦନା]- ↑ "Magazines galore - Young writers yet to challenge veterans". telegraphindia.com. Retrieved 8 November 2018.
- ↑ sulekha.com
- ↑ "Puja editions of magazines hit the stalls in Bhubaneswar Read more at: timesofindia.indiatimes.com/articleshow/49526653.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. Retrieved 8 November 2018.
- ↑ ଅର୍ପିତା, ଏକବିଂଶ ବର୍ଷ, ଚତୁର୍ଥ ସଂଖ୍ୟା, ଅକ୍ଟୋବର-ଡିସେମ୍ବର: ୨୦୨୩, ପୃଷ୍ଠା-୨, ଶେଷ ଧାଡ଼ି
ଓଡ଼ିଆ ଖବରକାଗଜ ଓ ପତ୍ରିକା | |||||||||||||
---|---|---|---|---|---|---|---|---|---|---|---|---|---|
ଖବରକାଗଜ | |||||||||||||
ଓଡ଼ିଆ ପତ୍ରିକା |
|
Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.