For faster navigation, this Iframe is preloading the Wikiwand page for ଅନନ୍ତ ତ୍ରିପାଠୀ ଶର୍ମା.

ଅନନ୍ତ ତ୍ରିପାଠୀ ଶର୍ମା

ଅନନ୍ତ ତ୍ରିପାଠୀ ଶର୍ମା
ସାଂସଦ: ୪ର୍ଥ ଲୋକ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୦
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ନିର୍ବାଚନ ମଣ୍ଡଳୀଛତ୍ରପୁର
ସାଂସଦ: ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୨
ନିର୍ବାଚନ ମଣ୍ଡଳୀଗଞ୍ଜାମ
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୯୧
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ଜୀବନ ସାଥୀବିଷ୍ଣୁପ୍ରିୟା ଦେବୀ
ସନ୍ତାନ
ବାପା/ବୋଉଗଦାଧର ତ୍ରିପାଠୀ (ବାପା), ରୋହିଣୀ ଦେବୀ (ମାତା)
ବୃତ୍ତିରାଜନୀତିଜ୍ଞ

ଅନନ୍ତ ତ୍ରିପାଠୀ ଶର୍ମା (ଜନ୍ମ: ୧୦ ଫେବୃଆରୀ ୧୯୦୫ - ମୃତ୍ୟୁ: ୧୧ ଜୁଲାଇ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ, କବିରାଜ, ସଂସ୍କୃତଜ୍ଞ, ସାହିତ୍ୟିକ, ଷଡ଼ଭାଷାଭିଜ୍ଞ ଓ ଅନୁବାଦକ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ଏବଂ ସ୍ୱାଧୀନତା ପରେ ଲୋକ ସଭାର ସାଂସଦ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ୧୯୫୭ ମସିହାରେ ଗଞ୍ଜାମ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୨ ଭାରତୀୟ ସାଧାରଣ ନିର୍ବାଚନରେ ଛତ୍ରପୁରରୁ ୩ୟ ଲୋକ ସଭାକୁ ଏବଂ ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ଭଞ୍ଜନଗରରୁ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ପରିବାର

[ସମ୍ପାଦନା]

ପିତା ଗଦାଧର ତ୍ରିପାଠୀ ଓ ମାତା ରୋହିଣୀ ଦେବୀଙ୍କ[] ଔରସରୁ ସେ ଗଞ୍ଜାମ ଜିଲ୍ଲାର ଗୁଣ୍ଠପଡ଼ା (ଆସିକା) ନିକଟସ୍ଥ ଜଗନ୍ନାଥପୁର ଶାସନରେ ଜନ୍ମଲାଭ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ଦେବୀ ।

ରାଜନୈତିକ ଜୀବନ

[ସମ୍ପାଦନା]

ଅନନ୍ତ ତ୍ରିପାଠୀ ଶର୍ମା ଭାରତୀୟ ଜାତୀୟ କଂଗ୍ରେସର ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦର ଭାବରେ ୩ ଥର କାର୍ଯ୍ୟ କରିଥିଲେ ।[]

ଲୋକ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୨ ସଭ୍ୟ, ୨ୟ ଲୋକ ସଭା ଗଞ୍ଜାମ (ଉପ) ଭାରତୀୟ ଜାତୀୟ କଂଗ୍ରେସ
୧୯୬୨ ୧୯୬୭ ସଭ୍ୟ, ୩ୟ ଲୋକ ସଭା ଛତ୍ରପୁର
୧୯୬୭ ୧୯୭୦ ସଭ୍ୟ, ୪ର୍ଥ ଲୋକ ସଭା ଭଞ୍ଜନଗର

ମୃତ୍ୟୁ

[ସମ୍ପାଦନା]

୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ୯ ସେପ୍ଟେମ୍ବର ୧୯୯୧ରେ ତାଙ୍କ ପାଇଁ ବିଧାନ ସଭାରେ ଶୋକ ପାଳନ କରାଯାଇଥିଲା ।[]

  1. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୭. ISBN 978-81-89436-54-4. Retrieved 23 January 2024.((cite book)): CS1 maint: unrecognized language (link)
  2. ୨.୦ ୨.୧ ୨.୨ "Shri Ananta Tripathy Sarma". odishaassembly.nic.in. Odisha Assembly. Retrieved 23 January 2024.
  3. "KATS Ayurveda College and Hospital". katsaycollege.nic.in. Retrieved 2024-09-06.
{{bottomLinkPreText}} {{bottomLinkText}}
ଅନନ୍ତ ତ୍ରିପାଠୀ ଶର୍ମା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?